# Connecting Statement: ଯୀଶୁ ଯିହୂଦୀ ନେତାମାନଙ୍କୁ କଥା କହି ଚାଲିଛନ୍ତି I # Truly, truly ଏହାକୁ ଏପରି ଭାବରେ ଅନୁବାଦ କର ଯେପରି ତୁମର ଭାଷା ଗୁରୁତ୍ବ ଦେବ ଯେ ନିମ୍ନଲିଖିତ ବିଷୟ ଗୁରୁତ୍ବପୂର୍ଣ୍ଣ ଓ ସତ୍ୟ ଅଟେ I ଦେଖ ତୁମେ ଏହାକୁ କିପରି [ଯୋହନ ୧:୫୧](../01/51.md)ରେ ଅନୁବାଦ କରିଅଛ I # whatever the Father is doing, the Son does these things also. ଯୀଶୁ, ଈଶ୍ବରଙ୍କ ପୁତ୍ର ଭାବରେ, ଜଗତରେ ଆପଣା ପିତାଙ୍କ ନେତୃତ୍ବ ଅନୁସରଣ ଓ ପାଳନ କରୁଥିଲେ, କାରଣ ଯୀଶୁ ଜାଣିଥିଲେ ଯେ ପିତା ତାହାଙ୍କୁ ପ୍ରେମ କରନ୍ତି I # Son ... Father ଏସବୁ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟନ୍ତି, ଯାହା ଯୀଶୁ ଓ ଈଶ୍ବରଙ୍କ ମଧ୍ୟରେ ଥବା ସମ୍ପର୍କକୁ ବର୍ଣ୍ଣନା କରେ I (ଦେଖ: [[rc://*/ta/man/translate/guidelines-sonofgodprinciples]])