or_tn/jhn/07/23.md

1.1 KiB

If a man receives circumcision on the Sabbath so that the law of Moses is not broken

ଯଦି ତୁମ୍ଭେମାନେ ବିଶ୍ରାମବାରରେ ପୁରୁଷ ଶିଶୁକୁ ସୁନ୍ନତ କରୁଅଛ, ଯେପରି ତୁମ୍ଭେମାନେ ମୋଶାଙ୍କ ବ୍ୟବସ୍ଥା ଉଲଂଘନ କରୁ ନାହିଁ

why are you angry with me because I made a man completely healthy on the Sabbath?

ଏହି ଟିପ୍ପଣୀକୁ ଗୁରୁତ୍ବ ଦେବା ନିମନ୍ତେ ଏକ ପ୍ରଶ୍ନ ଆକାରରେ ଦର୍ଶାଯାଇଛି I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ମୋ ପ୍ରତି କ୍ରୋଧାନ୍ବିତ ହେବା ଉଚିତ ନୁହଁ, କାରଣ ମୁଁ ଜଣେ ଲୋକକୁ ବିଶ୍ରାମବାରରେ ସମ୍ପୁର୍ଣରୂପେ ସୁସ୍ଥ କରିଅଛି!” (ଦେଖ: rc://*/ta/man/translate/figs-rquestion)

on the Sabbath

ଯିହୂଦୀମାନଙ୍କ ବିଶ୍ରାମବାରରେ ?