or_tn/jhn/07/23.md

12 lines
1.1 KiB
Markdown
Raw Permalink Normal View History

2020-11-19 00:15:53 +00:00
# If a man receives circumcision on the Sabbath so that the law of Moses is not broken
ଯଦି ତୁମ୍ଭେମାନେ ବିଶ୍ରାମବାରରେ ପୁରୁଷ ଶିଶୁକୁ ସୁନ୍ନତ କରୁଅଛ, ଯେପରି ତୁମ୍ଭେମାନେ ମୋଶାଙ୍କ ବ୍ୟବସ୍ଥା ଉଲଂଘନ କରୁ ନାହିଁ
# why are you angry with me because I made a man completely healthy on the Sabbath?
ଏହି ଟିପ୍ପଣୀକୁ ଗୁରୁତ୍ବ ଦେବା ନିମନ୍ତେ ଏକ ପ୍ରଶ୍ନ ଆକାରରେ ଦର୍ଶାଯାଇଛି I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ମୋ ପ୍ରତି କ୍ରୋଧାନ୍ବିତ ହେବା ଉଚିତ ନୁହଁ, କାରଣ ମୁଁ ଜଣେ ଲୋକକୁ ବିଶ୍ରାମବାରରେ ସମ୍ପୁର୍ଣରୂପେ ସୁସ୍ଥ କରିଅଛି!” (ଦେଖ: [[rc://*/ta/man/translate/figs-rquestion]])
# on the Sabbath
ଯିହୂଦୀମାନଙ୍କ ବିଶ୍ରାମବାରରେ ?