# If a man receives circumcision on the Sabbath so that the law of Moses is not broken ଯଦି ତୁମ୍ଭେମାନେ ବିଶ୍ରାମବାରରେ ପୁରୁଷ ଶିଶୁକୁ ସୁନ୍ନତ କରୁଅଛ, ଯେପରି ତୁମ୍ଭେମାନେ ମୋଶାଙ୍କ ବ୍ୟବସ୍ଥା ଉଲଂଘନ କରୁ ନାହିଁ # why are you angry with me because I made a man completely healthy on the Sabbath? ଏହି ଟିପ୍ପଣୀକୁ ଗୁରୁତ୍ବ ଦେବା ନିମନ୍ତେ ଏକ ପ୍ରଶ୍ନ ଆକାରରେ ଦର୍ଶାଯାଇଛି I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ମୋ ପ୍ରତି କ୍ରୋଧାନ୍ବିତ ହେବା ଉଚିତ ନୁହଁ, କାରଣ ମୁଁ ଜଣେ ଲୋକକୁ ବିଶ୍ରାମବାରରେ ସମ୍ପୁର୍ଣରୂପେ ସୁସ୍ଥ କରିଅଛି!” (ଦେଖ: [[rc://*/ta/man/translate/figs-rquestion]]) # on the Sabbath ଯିହୂଦୀମାନଙ୍କ ବିଶ୍ରାମବାରରେ ?