or_tn/jhn/07/01.md

1.4 KiB

General Information:

ଯୀଶୁ ଗାଲୀଲୀରେ ଆପଣା ଭାଇମାନଙ୍କୁ କଥା କହୁଅଛନ୍ତି I କେବେ ଏହି ଘଟଣା ଘଟିଥିଲା, ତାହା ଏହି ପଦଗୁଡିକ କହନ୍ତି I (ଦେଖ: rc://*/ta/man/translate/writing-background)

After these things

ଏହି ପଦଗୁଡିକ ପାଠକକୁ କହେ ଯେ ଲେଖକ ଏକ ନୂତନ ଘଟଣା ବିଷୟରେ କହିବାକୁ ଆରମ୍ଭ କରିବେ I “ସେ ଆପଣା ଶିଷ୍ୟମାନଙ୍କ ସହିତ କଥାବାର୍ତ୍ତା ଶେଷ କଲାପରେ” (ଯୋହନ ୬:୬୬-୭୧) କିମ୍ବା “କିଛି ସମୟ ପରେ”

traveled

ପାଠକ ବୁଝିବା ଉଚିତ ଯେ ଯୀଶୁ କୌଣସି ପଶୁ ଉପରେ ଯାନବାହନରେ ନଯାଇ ସମ୍ଭବତଃ ଚାଲିକି ଯାଇଥିଲେ I

the Jews were seeking to kill him

ଏଠାରେ “ଯିହୂଦୀମାନେ” ଏକ ରୂପକ ଭାବରେ “ଯିହୂଦୀ ନେତାମାନଙ୍କୁ” ବୁଝାଏ I ଅନ୍ୟ ଏକ ଆନୁବାଦରେ: “ଯିହୂଦୀ ନେତାମାନେ ତାହାଙ୍କୁ ବଧ କରିବା ନିମନ୍ତେ ଯୋଜନା କରୁଥିଲେ” (ଦେଖ: rc://*/ta/man/translate/figs-synecdoche)