16 lines
1.4 KiB
Markdown
16 lines
1.4 KiB
Markdown
# General Information:
|
|
|
|
ଯୀଶୁ ଗାଲୀଲୀରେ ଆପଣା ଭାଇମାନଙ୍କୁ କଥା କହୁଅଛନ୍ତି I କେବେ ଏହି ଘଟଣା ଘଟିଥିଲା, ତାହା ଏହି ପଦଗୁଡିକ କହନ୍ତି I (ଦେଖ: [[rc://*/ta/man/translate/writing-background]])
|
|
|
|
# After these things
|
|
|
|
ଏହି ପଦଗୁଡିକ ପାଠକକୁ କହେ ଯେ ଲେଖକ ଏକ ନୂତନ ଘଟଣା ବିଷୟରେ କହିବାକୁ ଆରମ୍ଭ କରିବେ I “ସେ ଆପଣା ଶିଷ୍ୟମାନଙ୍କ ସହିତ କଥାବାର୍ତ୍ତା ଶେଷ କଲାପରେ” ([ଯୋହନ ୬:୬୬-୭୧](../06/66.md)) କିମ୍ବା “କିଛି ସମୟ ପରେ”
|
|
|
|
# traveled
|
|
|
|
ପାଠକ ବୁଝିବା ଉଚିତ ଯେ ଯୀଶୁ କୌଣସି ପଶୁ ଉପରେ ଯାନବାହନରେ ନଯାଇ ସମ୍ଭବତଃ ଚାଲିକି ଯାଇଥିଲେ I
|
|
|
|
# the Jews were seeking to kill him
|
|
|
|
ଏଠାରେ “ଯିହୂଦୀମାନେ” ଏକ ରୂପକ ଭାବରେ “ଯିହୂଦୀ ନେତାମାନଙ୍କୁ” ବୁଝାଏ I ଅନ୍ୟ ଏକ ଆନୁବାଦରେ: “ଯିହୂଦୀ ନେତାମାନେ ତାହାଙ୍କୁ ବଧ କରିବା ନିମନ୍ତେ ଯୋଜନା କରୁଥିଲେ” (ଦେଖ: [[rc://*/ta/man/translate/figs-synecdoche]])
|