or_tn/jhn/06/66.md

1019 B

no longer walked with him

ଯୀଶୁ ଏକ ସ୍ଥାନରୁ ଆଉ ଅନ୍ୟ ଏକ ସ୍ଥାନକୁ ଯାତ୍ରା କଲେ, ତେଣୁ ଏହା ଆକ୍ଷରିକ ଭାବରେ ସତ୍ୟ ଯେ ସେ ଯେତେବେଳେ ଓ ଯେଉଁଠିକି ଯାଉଥିଲେ, ସେମାନେ ସେଠାକୁ ଯାତ୍ରା କଲେ ନାହି, କିନ୍ତୁ ପାଠକ ମଧ୍ୟ ବୁଝିବା ଉଚିତ ଯେ ଏହି ରୂପକ ସଙ୍କେତ ଦିଏ ଯେ ସେ ଯାହା କହିବାକୁ ଯାଉଥିଲେ, ତାହା ସେମାନେ ଆଉ ଶୁଣିବାକୁ ଚାହୁଁ ନଥିଲେ I (ଦେଖ: rc://*/ta/man/translate/figs-metaphor)

his disciples

ଏଠାରେ “ତାହାଙ୍କ ଶିଷ୍ୟମାନେ” ବାକ୍ୟାଂଶ ସାଧାରଣତଃ ଯୀଶୁଙ୍କ ଅନୁଗମନ କରୁଥିବା ଲୋକମାନଙ୍କ ଦଳକୁ ବୁଝାଏ I