or_tn/jhn/05/20.md

1.0 KiB

you will be amazed

ତୁମ୍ଭେମାନେ ଆଶ୍ଚର୍ଯ୍ୟ ହେବ କିମ୍ବା ତୁମ୍ଭେମାନେ ଆତଙ୍କିତ ହେବ”

For the Father loves the Son

ଯୀଶୁ, ଈଶ୍ବରଙ୍କ ପୁତ୍ର ଭାବରେ, ଜଗତରେ ଆପଣା ପିତାଙ୍କ ନେତୃତ୍ବ ଅନୁସରଣ ଓ ପାଳନ କରୁଥିଲେ, କାରଣ ଯୀଶୁ ଜାଣିଥିଲେ ଯେ ପିତା ତାହାଙ୍କୁ ପ୍ରେମ କରନ୍ତି (See: rc://*/ta/man/translate/guidelines-sonofgodprinciples) I

loves

ଈଶ୍ବରଙ୍କଠାରୁ ଆସୁଥିବା ପ୍ରେମ ଅନ୍ୟମାନଙ୍କ ମଙ୍ଗଳନିମନ୍ତେ ଉଦ୍ଦିଷ୍ଟ ଅଟେ, ଏପରିକି ଯେତେବେଳେ ଏହା ଜଣକର ଉପକାରରେ ଆସି ନପାରେ I ଈଶ୍ବର ସ୍ବୟଂ ପ୍ରେମ ଅଟନ୍ତି ଓ ପ୍ରକୃତ ପ୍ରେମର ଉତ୍ସ ଅଟନ୍ତି I