or_tn/jhn/05/20.md

12 lines
1.0 KiB
Markdown
Raw Permalink Normal View History

2020-11-19 00:15:53 +00:00
# you will be amazed
ତୁମ୍ଭେମାନେ ଆଶ୍ଚର୍ଯ୍ୟ ହେବ କିମ୍ବା ତୁମ୍ଭେମାନେ ଆତଙ୍କିତ ହେବ”
# For the Father loves the Son
ଯୀଶୁ, ଈଶ୍ବରଙ୍କ ପୁତ୍ର ଭାବରେ, ଜଗତରେ ଆପଣା ପିତାଙ୍କ ନେତୃତ୍ବ ଅନୁସରଣ ଓ ପାଳନ କରୁଥିଲେ, କାରଣ ଯୀଶୁ ଜାଣିଥିଲେ ଯେ ପିତା ତାହାଙ୍କୁ ପ୍ରେମ କରନ୍ତି (See: [[rc://*/ta/man/translate/guidelines-sonofgodprinciples]]) I
# loves
ଈଶ୍ବରଙ୍କଠାରୁ ଆସୁଥିବା ପ୍ରେମ ଅନ୍ୟମାନଙ୍କ ମଙ୍ଗଳନିମନ୍ତେ ଉଦ୍ଦିଷ୍ଟ ଅଟେ, ଏପରିକି ଯେତେବେଳେ ଏହା ଜଣକର ଉପକାରରେ ଆସି ନପାରେ I ଈଶ୍ବର ସ୍ବୟଂ ପ୍ରେମ ଅଟନ୍ତି ଓ ପ୍ରକୃତ ପ୍ରେମର ଉତ୍ସ ଅଟନ୍ତି I