# you will be amazed ତୁମ୍ଭେମାନେ ଆଶ୍ଚର୍ଯ୍ୟ ହେବ କିମ୍ବା ତୁମ୍ଭେମାନେ ଆତଙ୍କିତ ହେବ” # For the Father loves the Son ଯୀଶୁ, ଈଶ୍ବରଙ୍କ ପୁତ୍ର ଭାବରେ, ଜଗତରେ ଆପଣା ପିତାଙ୍କ ନେତୃତ୍ବ ଅନୁସରଣ ଓ ପାଳନ କରୁଥିଲେ, କାରଣ ଯୀଶୁ ଜାଣିଥିଲେ ଯେ ପିତା ତାହାଙ୍କୁ ପ୍ରେମ କରନ୍ତି (See: [[rc://*/ta/man/translate/guidelines-sonofgodprinciples]]) I # loves ଈଶ୍ବରଙ୍କଠାରୁ ଆସୁଥିବା ପ୍ରେମ ଅନ୍ୟମାନଙ୍କ ମଙ୍ଗଳନିମନ୍ତେ ଉଦ୍ଦିଷ୍ଟ ଅଟେ, ଏପରିକି ଯେତେବେଳେ ଏହା ଜଣକର ଉପକାରରେ ଆସି ନପାରେ I ଈଶ୍ବର ସ୍ବୟଂ ପ୍ରେମ ଅଟନ୍ତି ଓ ପ୍ରକୃତ ପ୍ରେମର ଉତ୍ସ ଅଟନ୍ତି I