or_tn/jas/05/15.md

1.4 KiB

The prayer of faith will heal the sick person

ଲେଖକ ପିଡିତ ଲୋକମାନଙ୍କ ନିମନ୍ତେ ବିଶ୍ବାସୀମାନଙ୍କ ପ୍ରାର୍ଥନା ଈଶ୍ବର ଶୁଣିବା ବିଷୟରେ କୁହନ୍ତି ଏବଂ ସେହି ଲୋକମାନଙ୍କୁ ସୁସ୍ଥତା ଦିଅନ୍ତି ଯେପରି ପ୍ରାର୍ଥନା ନିଜେ ଲୋକମାନଙ୍କୁ ସୁସ୍ଥତା ଦେଉଅଛି । ଅନ୍ୟ ଏକ ଅନୁବାଦରେ: “ପ୍ରଭୁ ବିଶ୍ବାସୀମାନଙ୍କ ପ୍ରାର୍ଥନା ଶୁଣିବେ ଏବଂ ପିଡିତ ବ୍ୟକ୍ତିକୁ ସୁସ୍ଥ କରିବେ” (ଦେଖ: rc://*/ta/man/translate/figs-metonymy)

The prayer of faith

ବିଶ୍ବାସୀମାନଙ୍କ ପ୍ରାର୍ଥନା ବା “ଯେଉଁମାନେ ଈଶ୍ବରଙ୍କଠାରେ ବିଶ୍ବାସ କରି ପ୍ରାର୍ଥନା କରନ୍ତି ଯେ ସେମାନେ ଯାହା ମାଗିବେ ତାହା ସେ କରିବେ”

the Lord will raise him up

ପ୍ରଭୁ ତାହାକୁ ସୁସ୍ଥ କରିବେ ବା “ପ୍ରଭୁ ତାହାକୁ ତାହାର ସ୍ବଭାବିକ ଜୀବନ ଅତିବାହିତ କରିବାରେ ସକ୍ଷମ କରିବେ”