or_tn/jas/05/15.md

12 lines
1.4 KiB
Markdown
Raw Permalink Normal View History

2020-11-19 00:15:53 +00:00
# The prayer of faith will heal the sick person
ଲେଖକ ପିଡିତ ଲୋକମାନଙ୍କ ନିମନ୍ତେ ବିଶ୍ବାସୀମାନଙ୍କ ପ୍ରାର୍ଥନା ଈଶ୍ବର ଶୁଣିବା ବିଷୟରେ କୁହନ୍ତି ଏବଂ ସେହି ଲୋକମାନଙ୍କୁ ସୁସ୍ଥତା ଦିଅନ୍ତି ଯେପରି ପ୍ରାର୍ଥନା ନିଜେ ଲୋକମାନଙ୍କୁ ସୁସ୍ଥତା ଦେଉଅଛି । ଅନ୍ୟ ଏକ ଅନୁବାଦରେ: “ପ୍ରଭୁ ବିଶ୍ବାସୀମାନଙ୍କ ପ୍ରାର୍ଥନା ଶୁଣିବେ ଏବଂ ପିଡିତ ବ୍ୟକ୍ତିକୁ ସୁସ୍ଥ କରିବେ” (ଦେଖ: [[rc://*/ta/man/translate/figs-metonymy]])
# The prayer of faith
ବିଶ୍ବାସୀମାନଙ୍କ ପ୍ରାର୍ଥନା ବା “ଯେଉଁମାନେ ଈଶ୍ବରଙ୍କଠାରେ ବିଶ୍ବାସ କରି ପ୍ରାର୍ଥନା କରନ୍ତି ଯେ ସେମାନେ ଯାହା ମାଗିବେ ତାହା ସେ କରିବେ”
# the Lord will raise him up
ପ୍ରଭୁ ତାହାକୁ ସୁସ୍ଥ କରିବେ ବା “ପ୍ରଭୁ ତାହାକୁ ତାହାର ସ୍ବଭାବିକ ଜୀବନ ଅତିବାହିତ କରିବାରେ ସକ୍ଷମ କରିବେ”