# The prayer of faith will heal the sick person ଲେଖକ ପିଡିତ ଲୋକମାନଙ୍କ ନିମନ୍ତେ ବିଶ୍ବାସୀମାନଙ୍କ ପ୍ରାର୍ଥନା ଈଶ୍ବର ଶୁଣିବା ବିଷୟରେ କୁହନ୍ତି ଏବଂ ସେହି ଲୋକମାନଙ୍କୁ ସୁସ୍ଥତା ଦିଅନ୍ତି ଯେପରି ପ୍ରାର୍ଥନା ନିଜେ ଲୋକମାନଙ୍କୁ ସୁସ୍ଥତା ଦେଉଅଛି । ଅନ୍ୟ ଏକ ଅନୁବାଦରେ: “ପ୍ରଭୁ ବିଶ୍ବାସୀମାନଙ୍କ ପ୍ରାର୍ଥନା ଶୁଣିବେ ଏବଂ ପିଡିତ ବ୍ୟକ୍ତିକୁ ସୁସ୍ଥ କରିବେ” (ଦେଖ: [[rc://*/ta/man/translate/figs-metonymy]]) # The prayer of faith ବିଶ୍ବାସୀମାନଙ୍କ ପ୍ରାର୍ଥନା ବା “ଯେଉଁମାନେ ଈଶ୍ବରଙ୍କଠାରେ ବିଶ୍ବାସ କରି ପ୍ରାର୍ଥନା କରନ୍ତି ଯେ ସେମାନେ ଯାହା ମାଗିବେ ତାହା ସେ କରିବେ” # the Lord will raise him up ପ୍ରଭୁ ତାହାକୁ ସୁସ୍ଥ କରିବେ ବା “ପ୍ରଭୁ ତାହାକୁ ତାହାର ସ୍ବଭାବିକ ଜୀବନ ଅତିବାହିତ କରିବାରେ ସକ୍ଷମ କରିବେ”