or_tn/jas/04/11.md

1.1 KiB

General Information:

ଏହି ଭାଗରେ “ତୁମେ” ଏବଂ “ତୁମର” ଶବ୍ଦ ସେହି ବିଶ୍ବାସୀମାନଙ୍କୁ ବୁଝାଏ ଯେଉଁମାନଙ୍କ ନିକଟକୁ ଯାକୁବ ଲେଖନ୍ତି ।

speak against

ଗ୍ଲାନୀ କରିବା ବା “ବିରୋଧ କରିବା”

brothers

ଯାକୁବ ବିଶ୍ବାସୀମାନଙ୍କ ବିଷୟରେ ଏପରି କହନ୍ତି ଯେପରି ସେମାନେ ଜାଗତିକଭାବେ ଭାଇ ଅଟନ୍ତି । ଏହି ଶବ୍ଦ ଉଭୟ ମହିଳା ଓ ପୁରୁଷମାନଙ୍କୁ ବୁଝାଏ । ଅନ୍ୟ ଏକ ଅନୁବାଦରେ: “ସହ ବିଶ୍ବାସୀମାନେ” (ଦେଖ : [[rc:///ta/man/translate/figs-metonymy]] ଏବଂ [[rc:///ta/man/translate/figs-gendernotations]])

but a judge

କିନ୍ତୁ ତୁମେ ସେହି ବ୍ୟକ୍ତି ସଦୃଶ କାର୍ଯ୍ୟ କରୁଅଛ ଯେ ବ୍ୟବସ୍ଥା ଦେଇଛନ୍ତି