or_tn/jas/04/11.md

16 lines
1.1 KiB
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ଏହି ଭାଗରେ “ତୁମେ” ଏବଂ “ତୁମର” ଶବ୍ଦ ସେହି ବିଶ୍ବାସୀମାନଙ୍କୁ ବୁଝାଏ ଯେଉଁମାନଙ୍କ ନିକଟକୁ ଯାକୁବ ଲେଖନ୍ତି ।
# speak against
ଗ୍ଲାନୀ କରିବା ବା “ବିରୋଧ କରିବା”
# brothers
ଯାକୁବ ବିଶ୍ବାସୀମାନଙ୍କ ବିଷୟରେ ଏପରି କହନ୍ତି ଯେପରି ସେମାନେ ଜାଗତିକଭାବେ ଭାଇ ଅଟନ୍ତି । ଏହି ଶବ୍ଦ ଉଭୟ ମହିଳା ଓ ପୁରୁଷମାନଙ୍କୁ ବୁଝାଏ । ଅନ୍ୟ ଏକ ଅନୁବାଦରେ: “ସହ ବିଶ୍ବାସୀମାନେ” (ଦେଖ : [[rc://*/ta/man/translate/figs-metonymy]] ଏବଂ [[rc://*/ta/man/translate/figs-gendernotations]])
# but a judge
କିନ୍ତୁ ତୁମେ ସେହି ବ୍ୟକ୍ତି ସଦୃଶ କାର୍ଯ୍ୟ କରୁଅଛ ଯେ ବ୍ୟବସ୍ଥା ଦେଇଛନ୍ତି