# General Information: ଏହି ଭାଗରେ “ତୁମେ” ଏବଂ “ତୁମର” ଶବ୍ଦ ସେହି ବିଶ୍ବାସୀମାନଙ୍କୁ ବୁଝାଏ ଯେଉଁମାନଙ୍କ ନିକଟକୁ ଯାକୁବ ଲେଖନ୍ତି । # speak against ଗ୍ଲାନୀ କରିବା ବା “ବିରୋଧ କରିବା” # brothers ଯାକୁବ ବିଶ୍ବାସୀମାନଙ୍କ ବିଷୟରେ ଏପରି କହନ୍ତି ଯେପରି ସେମାନେ ଜାଗତିକଭାବେ ଭାଇ ଅଟନ୍ତି । ଏହି ଶବ୍ଦ ଉଭୟ ମହିଳା ଓ ପୁରୁଷମାନଙ୍କୁ ବୁଝାଏ । ଅନ୍ୟ ଏକ ଅନୁବାଦରେ: “ସହ ବିଶ୍ବାସୀମାନେ” (ଦେଖ : [[rc://*/ta/man/translate/figs-metonymy]] ଏବଂ [[rc://*/ta/man/translate/figs-gendernotations]]) # but a judge କିନ୍ତୁ ତୁମେ ସେହି ବ୍ୟକ୍ତି ସଦୃଶ କାର୍ଯ୍ୟ କରୁଅଛ ଯେ ବ୍ୟବସ୍ଥା ଦେଇଛନ୍ତି