or_tn/jas/02/23.md

829 B

The scripture was fulfilled

ଏହାକୁ କ୍ରିୟାବାଚ୍ୟ ଆକାରରେ କୁହାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ଏହା ଶାସ୍ତ୍ରକୁ ସଫଳ କରିଅଛି” (ଦେଖ: rc://*/ta/man/translate/figs-activepassive)

it was counted to him as righteousness

ଈଶ୍ବର ତାହାଙ୍କ ବିଶ୍ବାସକୁ ଧାର୍ମିକତା ସଦୃଶ ସମ୍ମାନିତ କଲେ । ଅବ୍ରାହାମଙ୍କ ବିଶ୍ବାସ ଏବଂ ଧାର୍ମିକତାକୁ ଏପରି କୁହାଯାଇଛି ଯେପରି ସେମାନଙ୍କର ମୂଲ୍ୟ ଥିବା ସଦୃଶ ଗଣାଯାଇପାରିବ । (ଦେଖ: rc://*/ta/man/translate/figs-metaphor)