# The scripture was fulfilled ଏହାକୁ କ୍ରିୟାବାଚ୍ୟ ଆକାରରେ କୁହାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ଏହା ଶାସ୍ତ୍ରକୁ ସଫଳ କରିଅଛି” (ଦେଖ: [[rc://*/ta/man/translate/figs-activepassive]]) # it was counted to him as righteousness ଈଶ୍ବର ତାହାଙ୍କ ବିଶ୍ବାସକୁ ଧାର୍ମିକତା ସଦୃଶ ସମ୍ମାନିତ କଲେ । ଅବ୍ରାହାମଙ୍କ ବିଶ୍ବାସ ଏବଂ ଧାର୍ମିକତାକୁ ଏପରି କୁହାଯାଇଛି ଯେପରି ସେମାନଙ୍କର ମୂଲ୍ୟ ଥିବା ସଦୃଶ ଗଣାଯାଇପାରିବ । (ଦେଖ: [[rc://*/ta/man/translate/figs-metaphor]])