or_tn/jas/02/23.md

8 lines
829 B
Markdown
Raw Permalink Normal View History

2020-11-19 00:15:53 +00:00
# The scripture was fulfilled
ଏହାକୁ କ୍ରିୟାବାଚ୍ୟ ଆକାରରେ କୁହାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ଏହା ଶାସ୍ତ୍ରକୁ ସଫଳ କରିଅଛି” (ଦେଖ: [[rc://*/ta/man/translate/figs-activepassive]])
# it was counted to him as righteousness
ଈଶ୍ବର ତାହାଙ୍କ ବିଶ୍ବାସକୁ ଧାର୍ମିକତା ସଦୃଶ ସମ୍ମାନିତ କଲେ । ଅବ୍ରାହାମଙ୍କ ବିଶ୍ବାସ ଏବଂ ଧାର୍ମିକତାକୁ ଏପରି କୁହାଯାଇଛି ଯେପରି ସେମାନଙ୍କର ମୂଲ୍ୟ ଥିବା ସଦୃଶ ଗଣାଯାଇପାରିବ । (ଦେଖ: [[rc://*/ta/man/translate/figs-metaphor]])