or_tn/jas/02/12.md

1.1 KiB

So speak and act

ତେଣୁ ତୁମେମାନେ ନିଶ୍ଚିତରୁପେ କହିବା ଏବଂ ପାଳନ କରିବା ଉଚିତ । ଯାକୁବ ଲୋକମାନଙ୍କୁ ସେପରି କର୍ମ କରିବାକୁ ଆଜ୍ଞା ଦେଲେ ।

who will be judged by means of the law of freedom

ଏହାକୁ କ୍ରିୟାବାଚ୍ୟ ଆକାରରେ କୁହାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “କିଏ ଜାଣେ ଯେ ଈଶ୍ବର ସେମାନଙ୍କୁ ବ୍ୟବସ୍ଥାର ସ୍ବାଧୀନତାରେ ବିଚାର କରିବେ” (ଦେଖ: rc://*/ta/man/translate/figs-activepassive)

by means of the law

ଏହି ପରିଛେଦ ସୂଚିତ କରେ ଯେ ଈଶ୍ବର ତାହାଙ୍କ ବ୍ୟବସ୍ଥା ଅନୁସାରେ ବିଚାର କରିବେ ।

the law of freedom

ଏହି ବ୍ୟବସ୍ଥା ଯାହା ପ୍ରକୃତରେ ସ୍ବାଧୀନତା ଦେଇଥାଏ