# So speak and act ତେଣୁ ତୁମେମାନେ ନିଶ୍ଚିତରୁପେ କହିବା ଏବଂ ପାଳନ କରିବା ଉଚିତ । ଯାକୁବ ଲୋକମାନଙ୍କୁ ସେପରି କର୍ମ କରିବାକୁ ଆଜ୍ଞା ଦେଲେ । # who will be judged by means of the law of freedom ଏହାକୁ କ୍ରିୟାବାଚ୍ୟ ଆକାରରେ କୁହାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “କିଏ ଜାଣେ ଯେ ଈଶ୍ବର ସେମାନଙ୍କୁ ବ୍ୟବସ୍ଥାର ସ୍ବାଧୀନତାରେ ବିଚାର କରିବେ” (ଦେଖ: [[rc://*/ta/man/translate/figs-activepassive]]) # by means of the law ଏହି ପରିଛେଦ ସୂଚିତ କରେ ଯେ ଈଶ୍ବର ତାହାଙ୍କ ବ୍ୟବସ୍ଥା ଅନୁସାରେ ବିଚାର କରିବେ । # the law of freedom ଏହି ବ୍ୟବସ୍ଥା ଯାହା ପ୍ରକୃତରେ ସ୍ବାଧୀନତା ଦେଇଥାଏ