or_tn/jas/02/12.md

16 lines
1.1 KiB
Markdown
Raw Permalink Normal View History

2020-11-19 00:15:53 +00:00
# So speak and act
ତେଣୁ ତୁମେମାନେ ନିଶ୍ଚିତରୁପେ କହିବା ଏବଂ ପାଳନ କରିବା ଉଚିତ । ଯାକୁବ ଲୋକମାନଙ୍କୁ ସେପରି କର୍ମ କରିବାକୁ ଆଜ୍ଞା ଦେଲେ ।
# who will be judged by means of the law of freedom
ଏହାକୁ କ୍ରିୟାବାଚ୍ୟ ଆକାରରେ କୁହାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “କିଏ ଜାଣେ ଯେ ଈଶ୍ବର ସେମାନଙ୍କୁ ବ୍ୟବସ୍ଥାର ସ୍ବାଧୀନତାରେ ବିଚାର କରିବେ” (ଦେଖ: [[rc://*/ta/man/translate/figs-activepassive]])
# by means of the law
ଏହି ପରିଛେଦ ସୂଚିତ କରେ ଯେ ଈଶ୍ବର ତାହାଙ୍କ ବ୍ୟବସ୍ଥା ଅନୁସାରେ ବିଚାର କରିବେ ।
# the law of freedom
ଏହି ବ୍ୟବସ୍ଥା ଯାହା ପ୍ରକୃତରେ ସ୍ବାଧୀନତା ଦେଇଥାଏ