or_tn/jas/02/08.md

20 lines
939 B
Markdown

# you fulfill
“ତୁମେମାନେ” ଶବ୍ଦ ଯିହୁଦୀ ବିଶ୍ବାସୀମାନଙ୍କୁ ବୁଝାଏ । (ଦେଖ: [[rc://*/ta/man/translate/figs-you]])
# fulfill the royal law
ଈଶ୍ବରଙ୍କ ବ୍ୟବସ୍ଥା ପାଳନ କର । ଏହି ବ୍ୟବସ୍ଥା “ରାଜକୀୟ” ଅଟେ କାରଣ ଈଶ୍ବର, ସତ୍ୟ ରାଜା, ଏହା ଲୋକମାନଙ୍କୁ ଦେଇଛନ୍ତି ।
# You shall love your neighbor as yourself
ଯାକୁବ ଲେବୀୟ ପୁସ୍ତକରୁ ଉର୍ଦ୍ଧୃତ କରନ୍ତି ।
# your neighbor
ସମସ୍ତ ଲୋକମାନେ କିମ୍ବା “ପ୍ରତ୍ୟେକ ଜଣ”
# you do well
ତୁମେମାନେ ଉତ୍ତମ କରୁଅଛ ବା “ତୁମେମାନେ ଯାହା ଉତ୍ତମ ଅଟେ ତାହା କରୁଅଚ୍ଛ”