# you fulfill “ତୁମେମାନେ” ଶବ୍ଦ ଯିହୁଦୀ ବିଶ୍ବାସୀମାନଙ୍କୁ ବୁଝାଏ । (ଦେଖ: [[rc://*/ta/man/translate/figs-you]]) # fulfill the royal law ଈଶ୍ବରଙ୍କ ବ୍ୟବସ୍ଥା ପାଳନ କର । ଏହି ବ୍ୟବସ୍ଥା “ରାଜକୀୟ” ଅଟେ କାରଣ ଈଶ୍ବର, ସତ୍ୟ ରାଜା, ଏହା ଲୋକମାନଙ୍କୁ ଦେଇଛନ୍ତି । # You shall love your neighbor as yourself ଯାକୁବ ଲେବୀୟ ପୁସ୍ତକରୁ ଉର୍ଦ୍ଧୃତ କରନ୍ତି । # your neighbor ସମସ୍ତ ଲୋକମାନେ କିମ୍ବା “ପ୍ରତ୍ୟେକ ଜଣ” # you do well ତୁମେମାନେ ଉତ୍ତମ କରୁଅଛ ବା “ତୁମେମାନେ ଯାହା ଉତ୍ତମ ଅଟେ ତାହା କରୁଅଚ୍ଛ”