or_tn/jas/02/08.md

939 B

you fulfill

“ତୁମେମାନେ” ଶବ୍ଦ ଯିହୁଦୀ ବିଶ୍ବାସୀମାନଙ୍କୁ ବୁଝାଏ । (ଦେଖ: rc://*/ta/man/translate/figs-you)

fulfill the royal law

ଈଶ୍ବରଙ୍କ ବ୍ୟବସ୍ଥା ପାଳନ କର । ଏହି ବ୍ୟବସ୍ଥା “ରାଜକୀୟ” ଅଟେ କାରଣ ଈଶ୍ବର, ସତ୍ୟ ରାଜା, ଏହା ଲୋକମାନଙ୍କୁ ଦେଇଛନ୍ତି ।

You shall love your neighbor as yourself

ଯାକୁବ ଲେବୀୟ ପୁସ୍ତକରୁ ଉର୍ଦ୍ଧୃତ କରନ୍ତି ।

your neighbor

ସମସ୍ତ ଲୋକମାନେ କିମ୍ବା “ପ୍ରତ୍ୟେକ ଜଣ”

you do well

ତୁମେମାନେ ଉତ୍ତମ କରୁଅଛ ବା “ତୁମେମାନେ ଯାହା ଉତ୍ତମ ଅଟେ ତାହା କରୁଅଚ୍ଛ”