or_tn/jas/02/06.md

2.1 KiB

But you have

ଯାକୁବ ତାହାଙ୍କ ସମସ୍ତ ଶ୍ରୋତାମାନଙ୍କୁ କହନ୍ତି । (ଦେଖ: rc://*/ta/man/translate/figs-you)

have dishonored the poor

ତୁମ୍ଭେମାନେ ଗରିବ ଲୋକମାନଙ୍କୁ ଅପମାନ କରିଅଛ

Is it not the rich who oppress you?

ଏଠାରେ ଯାକୁବ ତାହାଙ୍କ ପଠକମାନଙ୍କୁ ସଂଶୋଧନ କରିବା ନିମନ୍ତେ ଏକ ଅଳଙ୍କାରିକ ପ୍ରଶ୍ନ ବ୍ୟବହାର କରୁଛନ୍ତି । ଅନ୍ୟ ଏକ ଅନୁବାଦରେ: “ଧନୀ ଲୋକମାନେ ହି ତୁମମାନଙ୍କ ଉପରେ ଅତ୍ୟାଚାର କରନ୍ତି.” (ଦେଖ: rc://*/ta/man/translate/figs-rquestion)

the rich

ଏହା ସାଧାରଣ ଭାବେ ଧନୀ ଲୋକମାନଙ୍କୁ ବୁଝାଏ । ଅନ୍ୟ ଏକ ଅନୁବାଦରେ: “ଧନୀ ଲୋକମାନେ” (ଦେଖ: rc://*/ta/man/translate/figs-nominaladj)

who oppress you

ଯେଉଁମାନେ ତୁମମାନଙ୍କୁ ବହୁତ ଖରାପ ବ୍ୟବହାର କରନ୍ତି

Are they not the ones ... to court?

ଏଠାରେ ଯାକୁବ ତାହାଙ୍କ ପଠକମାନଙ୍କୁ ସଂଶୋଧନ କରିବା ନିମନ୍ତେ ଏକ ଅଳଙ୍କାରିକ ପ୍ରଶ୍ନ ବ୍ୟବହାର କରୁଛନ୍ତି । ଏହାକୁ ଏକ ଉକ୍ତିଭାବେ କୁହାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ଏହି ଧନୀ ଲୋକମାନେ .... ନ୍ୟାୟଳୟରେ ।” (ଦେଖ: rc://*/ta/man/translate/figs-rquestion)

drag you to court

ବିଚାରକର୍ତ୍ତାଙ୍କ ସମ୍ମୁଖରେ ତୁମମାନଙ୍କ ଉପରେ ଦୋଷାରୋପ କରିବାକୁ ବଳପୁର୍ବକ ନ୍ୟାୟଳୟକୁ ଟାଣି ନିଅନ୍ତି (ଦେଖ: rc://*/ta/man/translate/figs-explicit)