or_tn/jas/02/06.md

28 lines
2.1 KiB
Markdown
Raw Permalink Normal View History

2020-11-19 00:15:53 +00:00
# But you have
ଯାକୁବ ତାହାଙ୍କ ସମସ୍ତ ଶ୍ରୋତାମାନଙ୍କୁ କହନ୍ତି । (ଦେଖ: [[rc://*/ta/man/translate/figs-you]])
# have dishonored the poor
ତୁମ୍ଭେମାନେ ଗରିବ ଲୋକମାନଙ୍କୁ ଅପମାନ କରିଅଛ
# Is it not the rich who oppress you?
ଏଠାରେ ଯାକୁବ ତାହାଙ୍କ ପଠକମାନଙ୍କୁ ସଂଶୋଧନ କରିବା ନିମନ୍ତେ ଏକ ଅଳଙ୍କାରିକ ପ୍ରଶ୍ନ ବ୍ୟବହାର କରୁଛନ୍ତି । ଅନ୍ୟ ଏକ ଅନୁବାଦରେ: “ଧନୀ ଲୋକମାନେ ହି ତୁମମାନଙ୍କ ଉପରେ ଅତ୍ୟାଚାର କରନ୍ତି.” (ଦେଖ: [[rc://*/ta/man/translate/figs-rquestion]])
# the rich
ଏହା ସାଧାରଣ ଭାବେ ଧନୀ ଲୋକମାନଙ୍କୁ ବୁଝାଏ । ଅନ୍ୟ ଏକ ଅନୁବାଦରେ: “ଧନୀ ଲୋକମାନେ” (ଦେଖ: [[rc://*/ta/man/translate/figs-nominaladj]])
# who oppress you
ଯେଉଁମାନେ ତୁମମାନଙ୍କୁ ବହୁତ ଖରାପ ବ୍ୟବହାର କରନ୍ତି
# Are they not the ones ... to court?
ଏଠାରେ ଯାକୁବ ତାହାଙ୍କ ପଠକମାନଙ୍କୁ ସଂଶୋଧନ କରିବା ନିମନ୍ତେ ଏକ ଅଳଙ୍କାରିକ ପ୍ରଶ୍ନ ବ୍ୟବହାର କରୁଛନ୍ତି । ଏହାକୁ ଏକ ଉକ୍ତିଭାବେ କୁହାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ଏହି ଧନୀ ଲୋକମାନେ .... ନ୍ୟାୟଳୟରେ ।” (ଦେଖ: [[rc://*/ta/man/translate/figs-rquestion]])
# drag you to court
ବିଚାରକର୍ତ୍ତାଙ୍କ ସମ୍ମୁଖରେ ତୁମମାନଙ୍କ ଉପରେ ଦୋଷାରୋପ କରିବାକୁ ବଳପୁର୍ବକ ନ୍ୟାୟଳୟକୁ ଟାଣି ନିଅନ୍ତି (ଦେଖ: [[rc://*/ta/man/translate/figs-explicit]])