# But you have ଯାକୁବ ତାହାଙ୍କ ସମସ୍ତ ଶ୍ରୋତାମାନଙ୍କୁ କହନ୍ତି । (ଦେଖ: [[rc://*/ta/man/translate/figs-you]]) # have dishonored the poor ତୁମ୍ଭେମାନେ ଗରିବ ଲୋକମାନଙ୍କୁ ଅପମାନ କରିଅଛ # Is it not the rich who oppress you? ଏଠାରେ ଯାକୁବ ତାହାଙ୍କ ପଠକମାନଙ୍କୁ ସଂଶୋଧନ କରିବା ନିମନ୍ତେ ଏକ ଅଳଙ୍କାରିକ ପ୍ରଶ୍ନ ବ୍ୟବହାର କରୁଛନ୍ତି । ଅନ୍ୟ ଏକ ଅନୁବାଦରେ: “ଧନୀ ଲୋକମାନେ ହି ତୁମମାନଙ୍କ ଉପରେ ଅତ୍ୟାଚାର କରନ୍ତି.” (ଦେଖ: [[rc://*/ta/man/translate/figs-rquestion]]) # the rich ଏହା ସାଧାରଣ ଭାବେ ଧନୀ ଲୋକମାନଙ୍କୁ ବୁଝାଏ । ଅନ୍ୟ ଏକ ଅନୁବାଦରେ: “ଧନୀ ଲୋକମାନେ” (ଦେଖ: [[rc://*/ta/man/translate/figs-nominaladj]]) # who oppress you ଯେଉଁମାନେ ତୁମମାନଙ୍କୁ ବହୁତ ଖରାପ ବ୍ୟବହାର କରନ୍ତି # Are they not the ones ... to court? ଏଠାରେ ଯାକୁବ ତାହାଙ୍କ ପଠକମାନଙ୍କୁ ସଂଶୋଧନ କରିବା ନିମନ୍ତେ ଏକ ଅଳଙ୍କାରିକ ପ୍ରଶ୍ନ ବ୍ୟବହାର କରୁଛନ୍ତି । ଏହାକୁ ଏକ ଉକ୍ତିଭାବେ କୁହାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ଏହି ଧନୀ ଲୋକମାନେ .... ନ୍ୟାୟଳୟରେ ।” (ଦେଖ: [[rc://*/ta/man/translate/figs-rquestion]]) # drag you to court ବିଚାରକର୍ତ୍ତାଙ୍କ ସମ୍ମୁଖରେ ତୁମମାନଙ୍କ ଉପରେ ଦୋଷାରୋପ କରିବାକୁ ବଳପୁର୍ବକ ନ୍ୟାୟଳୟକୁ ଟାଣି ନିଅନ୍ତି (ଦେଖ: [[rc://*/ta/man/translate/figs-explicit]])