or_tn/jas/01/19.md

1.2 KiB
Raw Permalink Blame History

You know this

ସମ୍ଭାବିତ ଅର୍ଥଗୁଡିକ ୧) “ଏହା ଜାଣ” ଏକ ଆଜ୍ଞା ସଦୃଶ୍ୟ, ଯାହା ମୁଁ ଲେଖିବାକୁ ଯାଉଅଛି ତହି ପ୍ରତି ଧ୍ୟାନ ଦିଅ କିମ୍ବା ) ”ତୁମେମାନେ ଏହା ଜାଣିଅଛ” ଏକ ଉକ୍ତି ରୁପରେ ଯାହା ତୁମେ ଆଗରୁ ଜାଣିଅଛ ତାହା ମୁଁ ତୁମ୍ଭମାନଙ୍କୁ ସ୍ଣରଣ କରାଇ ଦେବାକୁ ଚାହେଁ ।

Let every man be quick to hear, slow to speak

ଏହି ବକ୍ତବ୍ୟସମୁହ ରୂଡ଼ି ଅଟନ୍ତି ଯାହାର ଅର୍ଥ ଲୋକମାନେ ପ୍ରଥମେ ଭଲଭାବରେ ଶୁଣିବା ଉଚିତ, ପୁଣି ଧ୍ୟାନର ସହିତ ସେମାନେ କ’ଣ କହନ୍ତି ବିବେଚନା କରିବା ଉଚିତ । ଏଠାରେ “କହିବାରେ ଧୀର” ଏହାର ଅର୍ଥ ନୁହେଁ ଯେ ଧିରେ କଥା ହୁଅ (ଦେଖ: rc://*/ta/man/translate/figs-idiom)

slow to anger

ଶୀଘ୍ର କ୍ରୋଧ କର ନାହି