or_tn/jas/01/19.md

12 lines
1.2 KiB
Markdown
Raw Permalink Normal View History

2020-11-19 00:15:53 +00:00
# You know this
ସମ୍ଭାବିତ ଅର୍ଥଗୁଡିକ ୧) “ଏହା ଜାଣ” ଏକ ଆଜ୍ଞା ସଦୃଶ୍ୟ, ଯାହା ମୁଁ ଲେଖିବାକୁ ଯାଉଅଛି ତହି ପ୍ରତି ଧ୍ୟାନ ଦିଅ କିମ୍ବା ) ”ତୁମେମାନେ ଏହା ଜାଣିଅଛ” ଏକ ଉକ୍ତି ରୁପରେ ଯାହା ତୁମେ ଆଗରୁ ଜାଣିଅଛ ତାହା ମୁଁ ତୁମ୍ଭମାନଙ୍କୁ ସ୍ଣରଣ କରାଇ ଦେବାକୁ ଚାହେଁ ।
# Let every man be quick to hear, slow to speak
ଏହି ବକ୍ତବ୍ୟସମୁହ ରୂଡ଼ି ଅଟନ୍ତି ଯାହାର ଅର୍ଥ ଲୋକମାନେ ପ୍ରଥମେ ଭଲଭାବରେ ଶୁଣିବା ଉଚିତ, ପୁଣି ଧ୍ୟାନର ସହିତ ସେମାନେ କ’ଣ କହନ୍ତି ବିବେଚନା କରିବା ଉଚିତ । ଏଠାରେ “କହିବାରେ ଧୀର” ଏହାର ଅର୍ଥ ନୁହେଁ ଯେ ଧିରେ କଥା ହୁଅ (ଦେଖ: [[rc://*/ta/man/translate/figs-idiom]])
# slow to anger
ଶୀଘ୍ର କ୍ରୋଧ କର ନାହି