# You know this ସମ୍ଭାବିତ ଅର୍ଥଗୁଡିକ ୧) “ଏହା ଜାଣ” ଏକ ଆଜ୍ଞା ସଦୃଶ୍ୟ, ଯାହା ମୁଁ ଲେଖିବାକୁ ଯାଉଅଛି ତହି ପ୍ରତି ଧ୍ୟାନ ଦିଅ କିମ୍ବା ୨) ”ତୁମେମାନେ ଏହା ଜାଣିଅଛ” ଏକ ଉକ୍ତି ରୁପରେ ଯାହା ତୁମେ ଆଗରୁ ଜାଣିଅଛ ତାହା ମୁଁ ତୁମ୍ଭମାନଙ୍କୁ ସ୍ଣରଣ କରାଇ ଦେବାକୁ ଚାହେଁ । # Let every man be quick to hear, slow to speak ଏହି ବକ୍ତବ୍ୟସମୁହ ରୂଡ଼ି ଅଟନ୍ତି ଯାହାର ଅର୍ଥ ଲୋକମାନେ ପ୍ରଥମେ ଭଲଭାବରେ ଶୁଣିବା ଉଚିତ, ପୁଣି ଧ୍ୟାନର ସହିତ ସେମାନେ କ’ଣ କହନ୍ତି ବିବେଚନା କରିବା ଉଚିତ । ଏଠାରେ “କହିବାରେ ଧୀର” ଏହାର ଅର୍ଥ ନୁହେଁ ଯେ ଧିରେ କଥା ହୁଅ (ଦେଖ: [[rc://*/ta/man/translate/figs-idiom]]) # slow to anger ଶୀଘ୍ର କ୍ରୋଧ କର ନାହି