or_tn/jas/01/12.md

1.9 KiB

Connecting Statement:

ଯାକୁବ ବିଶ୍ବାସୀମାନଙ୍କୁ ସ୍ଣରଣ କରାଇ ଦିଅନ୍ତି ଯେଉଁମାନେ ପଳାୟନ କରନ୍ତି ଯେ ଈଶ୍ବର ପରୀକ୍ଷା କରନ୍ତି ନାହି; ସେ ସମାନଙ୍କୁ କହନ୍ତି ଯେ ସେମାନେ କିପରି ପ୍ରଲୋଭନକୁ ଦୂରେଇ ଦେବେ ।

Blessed is the man who endures testing

ଯେଉଁ ବ୍ୟକ୍ତି ପରୀକ୍ଷାକୁ ସହ୍ୟ କରେ ସେ ଧନ୍ୟ ଅଟେ କିମ୍ବା “ଯେଉଁ ବ୍ୟକ୍ତି ପରୀକ୍ଷାକୁ ସହ୍ୟ କରେ ସେ ଆର୍ଶିବାଦର ପାତ୍ର ଅଟେ”

endures testing

କଠିନ ସମୟରେ ଈଶ୍ବରଙ୍କଠାରେ ବିଶ୍ବସ୍ତ ରହେ

passed the test

ସେ ଈଶ୍ବରଙ୍କ ଦ୍ବାରା ଗ୍ରହଣଯୋଗ୍ୟ ହୋଇଛି

receive the crown of life

ଅନନ୍ତଜୀବନ ବିଷୟରେ କୁହାଯାଏ ଯେପରି ଏହା ଗୋଟିଏ ପତ୍ରର ଗୁଛ ଥିଲା ଯାହ ଏକ ବିଜୟୀ ଖେଳାଳୀର ମସ୍ତକରେ ସ୍ଥାପନ କରାଯାଇ ଥାଏ । ଅନ୍ୟ ଏକ ଅନୁବାଦରେ: “ତାହାଙ୍କ ପରୁସ୍କାର ସ୍ବରୁପ ଅନନ୍ତ ଜୀବନ ଗ୍ରହଣ କର”(ଦେଖ: rc://*/ta/man/translate/figs-metaphor)

has been promised to those who love God

ଏହାକୁ କ୍ରିୟାବାଚ୍ୟ ଆକାରରେ କୁହାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ଈଶ୍ବର ସେମାନଙ୍କୁ ପ୍ରତିଜ୍ଞା କରିଛନ୍ତି ଯେଉଁମାନେ ତାହାଙ୍କୁ ପ୍ରେମ କରନ୍ତି”(ଦେଖ: rc://*/ta/man/translate/figs-activepassive)