# Connecting Statement: ଯାକୁବ ବିଶ୍ବାସୀମାନଙ୍କୁ ସ୍ଣରଣ କରାଇ ଦିଅନ୍ତି ଯେଉଁମାନେ ପଳାୟନ କରନ୍ତି ଯେ ଈଶ୍ବର ପରୀକ୍ଷା କରନ୍ତି ନାହି; ସେ ସମାନଙ୍କୁ କହନ୍ତି ଯେ ସେମାନେ କିପରି ପ୍ରଲୋଭନକୁ ଦୂରେଇ ଦେବେ । # Blessed is the man who endures testing ଯେଉଁ ବ୍ୟକ୍ତି ପରୀକ୍ଷାକୁ ସହ୍ୟ କରେ ସେ ଧନ୍ୟ ଅଟେ କିମ୍ବା “ଯେଉଁ ବ୍ୟକ୍ତି ପରୀକ୍ଷାକୁ ସହ୍ୟ କରେ ସେ ଆର୍ଶିବାଦର ପାତ୍ର ଅଟେ” # endures testing କଠିନ ସମୟରେ ଈଶ୍ବରଙ୍କଠାରେ ବିଶ୍ବସ୍ତ ରହେ # passed the test ସେ ଈଶ୍ବରଙ୍କ ଦ୍ବାରା ଗ୍ରହଣଯୋଗ୍ୟ ହୋଇଛି # receive the crown of life ଅନନ୍ତଜୀବନ ବିଷୟରେ କୁହାଯାଏ ଯେପରି ଏହା ଗୋଟିଏ ପତ୍ରର ଗୁଛ ଥିଲା ଯାହ ଏକ ବିଜୟୀ ଖେଳାଳୀର ମସ୍ତକରେ ସ୍ଥାପନ କରାଯାଇ ଥାଏ । ଅନ୍ୟ ଏକ ଅନୁବାଦରେ: “ତାହାଙ୍କ ପରୁସ୍କାର ସ୍ବରୁପ ଅନନ୍ତ ଜୀବନ ଗ୍ରହଣ କର”(ଦେଖ: [[rc://*/ta/man/translate/figs-metaphor]]) # has been promised to those who love God ଏହାକୁ କ୍ରିୟାବାଚ୍ୟ ଆକାରରେ କୁହାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ଈଶ୍ବର ସେମାନଙ୍କୁ ପ୍ରତିଜ୍ଞା କରିଛନ୍ତି ଯେଉଁମାନେ ତାହାଙ୍କୁ ପ୍ରେମ କରନ୍ତି”(ଦେଖ: [[rc://*/ta/man/translate/figs-activepassive]])