or_tn/jas/01/12.md

24 lines
1.9 KiB
Markdown
Raw Permalink Normal View History

2020-11-19 00:15:53 +00:00
# Connecting Statement:
ଯାକୁବ ବିଶ୍ବାସୀମାନଙ୍କୁ ସ୍ଣରଣ କରାଇ ଦିଅନ୍ତି ଯେଉଁମାନେ ପଳାୟନ କରନ୍ତି ଯେ ଈଶ୍ବର ପରୀକ୍ଷା କରନ୍ତି ନାହି; ସେ ସମାନଙ୍କୁ କହନ୍ତି ଯେ ସେମାନେ କିପରି ପ୍ରଲୋଭନକୁ ଦୂରେଇ ଦେବେ ।
# Blessed is the man who endures testing
ଯେଉଁ ବ୍ୟକ୍ତି ପରୀକ୍ଷାକୁ ସହ୍ୟ କରେ ସେ ଧନ୍ୟ ଅଟେ କିମ୍ବା “ଯେଉଁ ବ୍ୟକ୍ତି ପରୀକ୍ଷାକୁ ସହ୍ୟ କରେ ସେ ଆର୍ଶିବାଦର ପାତ୍ର ଅଟେ”
# endures testing
କଠିନ ସମୟରେ ଈଶ୍ବରଙ୍କଠାରେ ବିଶ୍ବସ୍ତ ରହେ
# passed the test
ସେ ଈଶ୍ବରଙ୍କ ଦ୍ବାରା ଗ୍ରହଣଯୋଗ୍ୟ ହୋଇଛି
# receive the crown of life
ଅନନ୍ତଜୀବନ ବିଷୟରେ କୁହାଯାଏ ଯେପରି ଏହା ଗୋଟିଏ ପତ୍ରର ଗୁଛ ଥିଲା ଯାହ ଏକ ବିଜୟୀ ଖେଳାଳୀର ମସ୍ତକରେ ସ୍ଥାପନ କରାଯାଇ ଥାଏ । ଅନ୍ୟ ଏକ ଅନୁବାଦରେ: “ତାହାଙ୍କ ପରୁସ୍କାର ସ୍ବରୁପ ଅନନ୍ତ ଜୀବନ ଗ୍ରହଣ କର”(ଦେଖ: [[rc://*/ta/man/translate/figs-metaphor]])
# has been promised to those who love God
ଏହାକୁ କ୍ରିୟାବାଚ୍ୟ ଆକାରରେ କୁହାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ଈଶ୍ବର ସେମାନଙ୍କୁ ପ୍ରତିଜ୍ଞା କରିଛନ୍ତି ଯେଉଁମାନେ ତାହାଙ୍କୁ ପ୍ରେମ କରନ୍ତି”(ଦେଖ: [[rc://*/ta/man/translate/figs-activepassive]])