or_tn/heb/13/24.md

752 B
Raw Permalink Blame History

Those from Italy greet you

ସମ୍ଭାବିତ ଅର୍ଥଗୁଡିକ ୧) ଲେଖକ ଇତାଲିଆରେ ନାହାନ୍ତି, କିନ୍ତୁ ଇତାଲିଆରୁ ଆସିଥିବା ବିଶ୍ବାସୀମାନଙ୍କ ଗୋଟିଏ ଦଳ ତାହାଙ୍କ ସହିତ ଅଛନ୍ତି କିମ୍ବା ) ଲେଖକ ଏହି ପତ୍ର ଲେଖୁଥିବା ସମୟରେ ଇତାଲିଆରେ ଅଛନ୍ତି I

Italy

ଏହା ସେହି ସମୟରେ ଗୋଟିଏ ଅଞ୍ଚଳର ନାମ ଥିଲା I ସେହି ସମୟରେ ରୋମ୍ ଇତାଲିଆର ରାଜଧାନୀ ଥିଲା I (ଦେଖ: rc://*/ta/man/translate/translate-names)