# Those from Italy greet you ସମ୍ଭାବିତ ଅର୍ଥଗୁଡିକ ୧) ଲେଖକ ଇତାଲିଆରେ ନାହାନ୍ତି, କିନ୍ତୁ ଇତାଲିଆରୁ ଆସିଥିବା ବିଶ୍ବାସୀମାନଙ୍କ ଗୋଟିଏ ଦଳ ତାହାଙ୍କ ସହିତ ଅଛନ୍ତି କିମ୍ବା ୨) ଲେଖକ ଏହି ପତ୍ର ଲେଖୁଥିବା ସମୟରେ ଇତାଲିଆରେ ଅଛନ୍ତି I # Italy ଏହା ସେହି ସମୟରେ ଗୋଟିଏ ଅଞ୍ଚଳର ନାମ ଥିଲା I ସେହି ସମୟରେ ରୋମ୍ ଇତାଲିଆର ରାଜଧାନୀ ଥିଲା I (ଦେଖ: [[rc://*/ta/man/translate/translate-names]])