or_tn/heb/13/24.md

8 lines
752 B
Markdown
Raw Permalink Normal View History

2020-11-19 00:15:53 +00:00
# Those from Italy greet you
ସମ୍ଭାବିତ ଅର୍ଥଗୁଡିକ ୧) ଲେଖକ ଇତାଲିଆରେ ନାହାନ୍ତି, କିନ୍ତୁ ଇତାଲିଆରୁ ଆସିଥିବା ବିଶ୍ବାସୀମାନଙ୍କ ଗୋଟିଏ ଦଳ ତାହାଙ୍କ ସହିତ ଅଛନ୍ତି କିମ୍ବା ) ଲେଖକ ଏହି ପତ୍ର ଲେଖୁଥିବା ସମୟରେ ଇତାଲିଆରେ ଅଛନ୍ତି I
# Italy
ଏହା ସେହି ସମୟରେ ଗୋଟିଏ ଅଞ୍ଚଳର ନାମ ଥିଲା I ସେହି ସମୟରେ ରୋମ୍ ଇତାଲିଆର ରାଜଧାନୀ ଥିଲା I (ଦେଖ: [[rc://*/ta/man/translate/translate-names]])