or_tn/heb/13/18.md

787 B

Connecting Statement:

ଲେଖକ ଆଶୀର୍ବାଦ ଓ ନମସ୍କାରସହ ଶେଷ କରୁଛନ୍ତି I

Pray for us

ଏଠାରେ “ଆମ୍ଭମାନେ” ଲେଖକ ଓ ତାହାଙ୍କର ସଙ୍ଗୀ ମାନଙ୍କୁ ବୁଝାଏ, ପାଠକମାନଙ୍କୁ ନୁହେଁ” (ଦେଖ: rc://*/ta/man/translate/figs-exclusive)

we are persuaded that we have a clean conscience

ଏଠାରେ “ଶୁଚି” ଦୋଷମୁକ୍ତ ହେବା ବିଷୟକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଆମ୍ଭେମାନେ ନିଶ୍ଚିତ ଯେ ଆମ୍ଭେମାନଙ୍କ ଦୋଷ ନାହିଁ” (ଦେଖ: rc://*/ta/man/translate/figs-metaphor)