or_tn/heb/13/18.md

12 lines
787 B
Markdown
Raw Permalink Normal View History

2020-11-19 00:15:53 +00:00
# Connecting Statement:
ଲେଖକ ଆଶୀର୍ବାଦ ଓ ନମସ୍କାରସହ ଶେଷ କରୁଛନ୍ତି I
# Pray for us
ଏଠାରେ “ଆମ୍ଭମାନେ” ଲେଖକ ଓ ତାହାଙ୍କର ସଙ୍ଗୀ ମାନଙ୍କୁ ବୁଝାଏ, ପାଠକମାନଙ୍କୁ ନୁହେଁ” (ଦେଖ: [[rc://*/ta/man/translate/figs-exclusive]])
# we are persuaded that we have a clean conscience
ଏଠାରେ “ଶୁଚି” ଦୋଷମୁକ୍ତ ହେବା ବିଷୟକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଆମ୍ଭେମାନେ ନିଶ୍ଚିତ ଯେ ଆମ୍ଭେମାନଙ୍କ ଦୋଷ ନାହିଁ” (ଦେଖ: [[rc://*/ta/man/translate/figs-metaphor]])