# Connecting Statement: ଲେଖକ ଆଶୀର୍ବାଦ ଓ ନମସ୍କାରସହ ଶେଷ କରୁଛନ୍ତି I # Pray for us ଏଠାରେ “ଆମ୍ଭମାନେ” ଲେଖକ ଓ ତାହାଙ୍କର ସଙ୍ଗୀ ମାନଙ୍କୁ ବୁଝାଏ, ପାଠକମାନଙ୍କୁ ନୁହେଁ” (ଦେଖ: [[rc://*/ta/man/translate/figs-exclusive]]) # we are persuaded that we have a clean conscience ଏଠାରେ “ଶୁଚି” ଦୋଷମୁକ୍ତ ହେବା ବିଷୟକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଆମ୍ଭେମାନେ ନିଶ୍ଚିତ ଯେ ଆମ୍ଭେମାନଙ୍କ ଦୋଷ ନାହିଁ” (ଦେଖ: [[rc://*/ta/man/translate/figs-metaphor]])