or_tn/heb/12/26.md

867 B

his voice shook the earth

ଯେତେବେଳେ ଈଶ୍ବର କଥା କହିଲେ, ତାହାଙ୍କ ସ୍ବର ପୃଥିବୀକୁ ଟଳମଳ କଲା

shook ... shake

ଭୂମିକମ୍ପ ହେଲେ ତାହା ଭୂମିକୁ କିପରି ଟଳମଳ କରିଦିଏ, ତାକୁ ବୁଝାଇବା ନିମନ୍ତେ ସଠିକ୍ ଶବ୍ଦ ବ୍ୟବହାର କର I ଏହା, ପଶ୍ଚାତ୍ ଏବ୍ରୀ ୧୨:୧୮-୨୧କୁ ଓ ମୋଶା ଯେଉଁ ପର୍ବତରେ ଈଶ୍ବରଙ୍କଠାରୁ ବ୍ୟବସ୍ଥା ପ୍ରାପ୍ତ ହୋଇଥିଲେ, ସେହି ପର୍ବତକୁ ଲୋକମାନେ ଦେଖିବା ବେଳେ କଅଣ ଘଟିଥିଲା, ସେହି ବିଷୟକୁ ଉଲ୍ଲେଖ କରେ I