# his voice shook the earth ଯେତେବେଳେ ଈଶ୍ବର କଥା କହିଲେ, ତାହାଙ୍କ ସ୍ବର ପୃଥିବୀକୁ ଟଳମଳ କଲା # shook ... shake ଭୂମିକମ୍ପ ହେଲେ ତାହା ଭୂମିକୁ କିପରି ଟଳମଳ କରିଦିଏ, ତାକୁ ବୁଝାଇବା ନିମନ୍ତେ ସଠିକ୍ ଶବ୍ଦ ବ୍ୟବହାର କର I ଏହା, ପଶ୍ଚାତ୍ [ଏବ୍ରୀ ୧୨:୧୮-୨୧](./18.md)କୁ ଓ ମୋଶା ଯେଉଁ ପର୍ବତରେ ଈଶ୍ବରଙ୍କଠାରୁ ବ୍ୟବସ୍ଥା ପ୍ରାପ୍ତ ହୋଇଥିଲେ, ସେହି ପର୍ବତକୁ ଲୋକମାନେ ଦେଖିବା ବେଳେ କଅଣ ଘଟିଥିଲା, ସେହି ବିଷୟକୁ ଉଲ୍ଲେଖ କରେ I