or_tn/heb/12/26.md

8 lines
867 B
Markdown
Raw Permalink Normal View History

2020-11-19 00:15:53 +00:00
# his voice shook the earth
ଯେତେବେଳେ ଈଶ୍ବର କଥା କହିଲେ, ତାହାଙ୍କ ସ୍ବର ପୃଥିବୀକୁ ଟଳମଳ କଲା
# shook ... shake
ଭୂମିକମ୍ପ ହେଲେ ତାହା ଭୂମିକୁ କିପରି ଟଳମଳ କରିଦିଏ, ତାକୁ ବୁଝାଇବା ନିମନ୍ତେ ସଠିକ୍ ଶବ୍ଦ ବ୍ୟବହାର କର I ଏହା, ପଶ୍ଚାତ୍ [ଏବ୍ରୀ ୧୨:୧୮-୨୧](./18.md)କୁ ଓ ମୋଶା ଯେଉଁ ପର୍ବତରେ ଈଶ୍ବରଙ୍କଠାରୁ ବ୍ୟବସ୍ଥା ପ୍ରାପ୍ତ ହୋଇଥିଲେ, ସେହି ପର୍ବତକୁ ଲୋକମାନେ ଦେଖିବା ବେଳେ କଅଣ ଘଟିଥିଲା, ସେହି ବିଷୟକୁ ଉଲ୍ଲେଖ କରେ I