or_tn/heb/12/25.md

24 lines
3.0 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# General Information:
ଏହି ଉଦ୍ଧୃତ ବାକ୍ୟ ପୁରାତନ ନିୟମର ହାଗୟ ଭାବବାଦୀଙ୍କ ପୁସ୍ତକରୁ ଆସିଅଛି I “ତୁମ୍ଭେମାନେ” ଶବ୍ଦ ବିଶ୍ବାସୀମାନଙ୍କୁ ବୁଝାଉ ଥିବା ଜାରି ରଖିଛି I “ଆମ୍ଭେମାନେ” ଶବ୍ଦ ଲେଖକ ଓ ପାଠକ ବିଶ୍ବାସୀମାନଙ୍କୁ ବୁଝାଇବା ଜାରି ରଖିଛି I (ଦେଖ: [[rc://*/ta/man/translate/figs-you]] ଓ [[rc://*/ta/man/translate/figs-inclusive]])
# Connecting Statement:
ସିନୟ ପର୍ବତରେ ଇଶ୍ରାୟେଲୀୟମାନଙ୍କ ଅନୁଭୂତି ସହିତ ଖ୍ରୀଷ୍ଟଙ୍କ ମୃତ୍ୟୁପରେ ବିଶ୍ବାସୀମାନଙ୍କ ଅନୁଭୂତିକୁ ବୈଷମ୍ୟତା ତୁଳନା କରି ଲେଖକ ବିଶ୍ବାସୀମାନଙ୍କୁ ସ୍ମରଣ କରାଇ ଦେଉଛନ୍ତି ଯେ ଏକମାତ୍ର ଈଶ୍ବର ସେମାନଙ୍କୁ ଆଜି ସତର୍କ କରାଇ ଦେଉଛନ୍ତି I ଏହା ବିଶ୍ବାସୀମାନଙ୍କୁ ଦିଆଯାଉଥିବା ପଞ୍ଚମ ସତର୍କବାଣୀ ଅଟେ I
# you do not refuse the one who is speaking
ଏହାକୁ ସାକାରାତ୍ମକଭାବରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯେ ବାକ୍ୟ କହୁଅଛନ୍ତି ତାହାଙ୍କ ପ୍ରତି ମନଯୋଗ କର” (ଦେଖ: [[rc://*/ta/man/translate/figs-doublenegatives]])
# if they did not escape
ଏହି ଅନ୍ତର୍ନିହିତ ସୂଚନାକୁ ସ୍ପଷ୍ଟଭାବରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯଦି ଇଶ୍ରାୟେଲ ଲୋକମାନେ ବିଚାରରୁ ରକ୍ଷା ପାଇଲେ ନାହିଁ” (ଦେଖ: [[rc://*/ta/man/translate/figs-explicit]])
# the one who warned them on earth
ସମ୍ଭାବିତ ଅର୍ଥଗୁଡିକ ୧) “ମୋଶା, ଯେ କି ପୃଥିବୀରେ ସେମାନଙ୍କୁ ସାବଧାନ କରିଥିଲେ” କିମ୍ବା ) “ଈଶ୍ବର, ଯେ କି ସିନୟ ପର୍ବତରେ ସେମାନଙ୍କୁ ସାବଧାନ କରାଇଲେ”
# if we turn away from the one who is warning
ଈଶ୍ବରଙ୍କ ଅବାଧ୍ୟ ହେବା ବିଷୟରେ କୁହାଯାଏ ଯେପରି ଜଣେ ବ୍ୟକ୍ତି ଦିଗ ପରିବର୍ତ୍ତନ କରି ତାହାଙ୍କଠାରୁ ଦୂରକୁ ଚାଲି ଯାଉଛି I ଅନ୍ୟଏକ ଅନୁବାଦରେ: “ଯେ ସାବଧାନ କରାଉଛନ୍ତି, ଆମ୍ଭେମାନେ ଯଦି ତାହାଙ୍କ ଅବାଧ୍ୟ ହେଉ” (ଦେଖ: [[rc://*/ta/man/translate/figs-metaphor]])