or_tn/heb/12/25.md

3.0 KiB
Raw Permalink Blame History

General Information:

ଏହି ଉଦ୍ଧୃତ ବାକ୍ୟ ପୁରାତନ ନିୟମର ହାଗୟ ଭାବବାଦୀଙ୍କ ପୁସ୍ତକରୁ ଆସିଅଛି I “ତୁମ୍ଭେମାନେ” ଶବ୍ଦ ବିଶ୍ବାସୀମାନଙ୍କୁ ବୁଝାଉ ଥିବା ଜାରି ରଖିଛି I “ଆମ୍ଭେମାନେ” ଶବ୍ଦ ଲେଖକ ଓ ପାଠକ ବିଶ୍ବାସୀମାନଙ୍କୁ ବୁଝାଇବା ଜାରି ରଖିଛି I (ଦେଖ: [[rc:///ta/man/translate/figs-you]] ଓ [[rc:///ta/man/translate/figs-inclusive]])

Connecting Statement:

ସିନୟ ପର୍ବତରେ ଇଶ୍ରାୟେଲୀୟମାନଙ୍କ ଅନୁଭୂତି ସହିତ ଖ୍ରୀଷ୍ଟଙ୍କ ମୃତ୍ୟୁପରେ ବିଶ୍ବାସୀମାନଙ୍କ ଅନୁଭୂତିକୁ ବୈଷମ୍ୟତା ତୁଳନା କରି ଲେଖକ ବିଶ୍ବାସୀମାନଙ୍କୁ ସ୍ମରଣ କରାଇ ଦେଉଛନ୍ତି ଯେ ଏକମାତ୍ର ଈଶ୍ବର ସେମାନଙ୍କୁ ଆଜି ସତର୍କ କରାଇ ଦେଉଛନ୍ତି I ଏହା ବିଶ୍ବାସୀମାନଙ୍କୁ ଦିଆଯାଉଥିବା ପଞ୍ଚମ ସତର୍କବାଣୀ ଅଟେ I

you do not refuse the one who is speaking

ଏହାକୁ ସାକାରାତ୍ମକଭାବରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯେ ବାକ୍ୟ କହୁଅଛନ୍ତି ତାହାଙ୍କ ପ୍ରତି ମନଯୋଗ କର” (ଦେଖ: rc://*/ta/man/translate/figs-doublenegatives)

if they did not escape

ଏହି ଅନ୍ତର୍ନିହିତ ସୂଚନାକୁ ସ୍ପଷ୍ଟଭାବରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯଦି ଇଶ୍ରାୟେଲ ଲୋକମାନେ ବିଚାରରୁ ରକ୍ଷା ପାଇଲେ ନାହିଁ” (ଦେଖ: rc://*/ta/man/translate/figs-explicit)

the one who warned them on earth

ସମ୍ଭାବିତ ଅର୍ଥଗୁଡିକ ୧) “ମୋଶା, ଯେ କି ପୃଥିବୀରେ ସେମାନଙ୍କୁ ସାବଧାନ କରିଥିଲେ” କିମ୍ବା ) “ଈଶ୍ବର, ଯେ କି ସିନୟ ପର୍ବତରେ ସେମାନଙ୍କୁ ସାବଧାନ କରାଇଲେ”

if we turn away from the one who is warning

ଈଶ୍ବରଙ୍କ ଅବାଧ୍ୟ ହେବା ବିଷୟରେ କୁହାଯାଏ ଯେପରି ଜଣେ ବ୍ୟକ୍ତି ଦିଗ ପରିବର୍ତ୍ତନ କରି ତାହାଙ୍କଠାରୁ ଦୂରକୁ ଚାଲି ଯାଉଛି I ଅନ୍ୟଏକ ଅନୁବାଦରେ: “ଯେ ସାବଧାନ କରାଉଛନ୍ତି, ଆମ୍ଭେମାନେ ଯଦି ତାହାଙ୍କ ଅବାଧ୍ୟ ହେଉ” (ଦେଖ: rc://*/ta/man/translate/figs-metaphor)