# General Information: ଏହି ଉଦ୍ଧୃତ ବାକ୍ୟ ପୁରାତନ ନିୟମର ହାଗୟ ଭାବବାଦୀଙ୍କ ପୁସ୍ତକରୁ ଆସିଅଛି I “ତୁମ୍ଭେମାନେ” ଶବ୍ଦ ବିଶ୍ବାସୀମାନଙ୍କୁ ବୁଝାଉ ଥିବା ଜାରି ରଖିଛି I “ଆମ୍ଭେମାନେ” ଶବ୍ଦ ଲେଖକ ଓ ପାଠକ ବିଶ୍ବାସୀମାନଙ୍କୁ ବୁଝାଇବା ଜାରି ରଖିଛି I (ଦେଖ: [[rc://*/ta/man/translate/figs-you]] ଓ [[rc://*/ta/man/translate/figs-inclusive]]) # Connecting Statement: ସିନୟ ପର୍ବତରେ ଇଶ୍ରାୟେଲୀୟମାନଙ୍କ ଅନୁଭୂତି ସହିତ ଖ୍ରୀଷ୍ଟଙ୍କ ମୃତ୍ୟୁପରେ ବିଶ୍ବାସୀମାନଙ୍କ ଅନୁଭୂତିକୁ ବୈଷମ୍ୟତା ତୁଳନା କରି ଲେଖକ ବିଶ୍ବାସୀମାନଙ୍କୁ ସ୍ମରଣ କରାଇ ଦେଉଛନ୍ତି ଯେ ଏକମାତ୍ର ଈଶ୍ବର ସେମାନଙ୍କୁ ଆଜି ସତର୍କ କରାଇ ଦେଉଛନ୍ତି I ଏହା ବିଶ୍ବାସୀମାନଙ୍କୁ ଦିଆଯାଉଥିବା ପଞ୍ଚମ ସତର୍କବାଣୀ ଅଟେ I # you do not refuse the one who is speaking ଏହାକୁ ସାକାରାତ୍ମକଭାବରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯେ ବାକ୍ୟ କହୁଅଛନ୍ତି ତାହାଙ୍କ ପ୍ରତି ମନଯୋଗ କର” (ଦେଖ: [[rc://*/ta/man/translate/figs-doublenegatives]]) # if they did not escape ଏହି ଅନ୍ତର୍ନିହିତ ସୂଚନାକୁ ସ୍ପଷ୍ଟଭାବରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯଦି ଇଶ୍ରାୟେଲ ଲୋକମାନେ ବିଚାରରୁ ରକ୍ଷା ପାଇଲେ ନାହିଁ” (ଦେଖ: [[rc://*/ta/man/translate/figs-explicit]]) # the one who warned them on earth ସମ୍ଭାବିତ ଅର୍ଥଗୁଡିକ ୧) “ମୋଶା, ଯେ କି ପୃଥିବୀରେ ସେମାନଙ୍କୁ ସାବଧାନ କରିଥିଲେ” କିମ୍ବା ୨) “ଈଶ୍ବର, ଯେ କି ସିନୟ ପର୍ବତରେ ସେମାନଙ୍କୁ ସାବଧାନ କରାଇଲେ” # if we turn away from the one who is warning ଈଶ୍ବରଙ୍କ ଅବାଧ୍ୟ ହେବା ବିଷୟରେ କୁହାଯାଏ ଯେପରି ଜଣେ ବ୍ୟକ୍ତି ଦିଗ ପରିବର୍ତ୍ତନ କରି ତାହାଙ୍କଠାରୁ ଦୂରକୁ ଚାଲି ଯାଉଛି I ଅନ୍ୟଏକ ଅନୁବାଦରେ: “ଯେ ସାବଧାନ କରାଉଛନ୍ତି, ଆମ୍ଭେମାନେ ଯଦି ତାହାଙ୍କ ଅବାଧ୍ୟ ହେଉ” (ଦେଖ: [[rc://*/ta/man/translate/figs-metaphor]])