or_tn/heb/12/24.md

1.3 KiB

the mediator of a new covenant

ଏହାର ଅର୍ଥ ଯେ ଖ୍ରୀଷ୍ଟ ଈଶ୍ବର ଓ ମନୁଷ୍ୟମାନଙ୍କ ମଧ୍ୟରେ ନୂତନ ନିୟମକୁ ସ୍ଥାପନ କରିଲେ I ଦେଖ ଏବ୍ରୀ ୯:୧୫ରେ ତୁମେ ଏହି ବାକ୍ୟାଂଶକୁ କିପରି ଅନୁବାଦ କଲ I

the sprinkled blood that speaks better than Abel's blood

ଯୀଶୁଙ୍କ ରକ୍ତ ଏବଂ ହେବଲଙ୍କ ରକ୍ତ ବିଷୟରେ କୁହାଯାଏ ଯେପରି ସେମାନେ ଡାକ ପକାଉଥିବା ଲୋକମାନେ ଥିଲେ I ଅନ୍ୟଏକ ଅନୁବାଦରେ: “ଯୀଶୁଙ୍କ ସେଚିତ ରକ୍ତ ହେବଲଙ୍କ ରକ୍ତଠାରୁ ଉତ୍କୃଷ୍ଟତର ବିଷୟ କହୁଅଛି” (ଦେଖ: [[rc:///ta/man/translate/figs-personification]] ଓ [[rc:///ta/man/translate/figs-explicit]])

blood

ଏଠାରେ “ରକ୍ତ” ଯୀଶୁଙ୍କର ମୃତ୍ୟୁକୁ ବୁଝାଏ, ଯେପରି ହେବଲଙ୍କ ରକ୍ତ ହେବଲଙ୍କ ମୃତ୍ୟୁକୁ ବୁଝାଏ I (ଦେଖ: rc://*/ta/man/translate/figs-metonymy)