or_tn/heb/12/24.md

12 lines
1.3 KiB
Markdown

# the mediator of a new covenant
ଏହାର ଅର୍ଥ ଯେ ଖ୍ରୀଷ୍ଟ ଈଶ୍ବର ଓ ମନୁଷ୍ୟମାନଙ୍କ ମଧ୍ୟରେ ନୂତନ ନିୟମକୁ ସ୍ଥାପନ କରିଲେ I ଦେଖ [ଏବ୍ରୀ ୯:୧୫](../09/15.md)ରେ ତୁମେ ଏହି ବାକ୍ୟାଂଶକୁ କିପରି ଅନୁବାଦ କଲ I
# the sprinkled blood that speaks better than Abel's blood
ଯୀଶୁଙ୍କ ରକ୍ତ ଏବଂ ହେବଲଙ୍କ ରକ୍ତ ବିଷୟରେ କୁହାଯାଏ ଯେପରି ସେମାନେ ଡାକ ପକାଉଥିବା ଲୋକମାନେ ଥିଲେ I ଅନ୍ୟଏକ ଅନୁବାଦରେ: “ଯୀଶୁଙ୍କ ସେଚିତ ରକ୍ତ ହେବଲଙ୍କ ରକ୍ତଠାରୁ ଉତ୍କୃଷ୍ଟତର ବିଷୟ କହୁଅଛି” (ଦେଖ: [[rc://*/ta/man/translate/figs-personification]] ଓ [[rc://*/ta/man/translate/figs-explicit]])
# blood
ଏଠାରେ “ରକ୍ତ” ଯୀଶୁଙ୍କର ମୃତ୍ୟୁକୁ ବୁଝାଏ, ଯେପରି ହେବଲଙ୍କ ରକ୍ତ ହେବଲଙ୍କ ମୃତ୍ୟୁକୁ ବୁଝାଏ I (ଦେଖ: [[rc://*/ta/man/translate/figs-metonymy]])