or_tn/heb/11/29.md

1.1 KiB

General Information:

ଏଠାରେ ପ୍ରଥମ ଶବ୍ଦ “ସେମାନେ” ଇଶ୍ରାୟେଲୀୟମାନଙ୍କୁ, ଦ୍ବିତୀୟ “ସେମାନେ” ମିଶରୀୟମାନଙ୍କୁ ଓ ତୃତୀୟ “ସେମାନେ” ଯିରୀହୋ ପ୍ରାଚୀରକୁ ବୁଝାଏ I

they passed through the Sea of Reeds

ଇଶ୍ରାୟେଲୀୟମାନେ ସୂଫ ସାଗର ମଧ୍ୟଦେଇ ଯାତ୍ରା କଲେ

they were swallowed up

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ମିଶରୀୟମାନଙ୍କୁ ଜଳ ଗ୍ରାସ କଲା” (ଦେଖ: rc://*/ta/man/translate/figs-activepassive)

they were swallowed up

ଜଳ ବିଷୟରେ କୁହାଯାଏ ଯେପରି ଏହା ଗୋଟିଏ ପଶୁ I ଅନ୍ୟଏକ ଅନୁବାଦରେ: “ମିଶରୀୟମାନେ ଜଳରେ ବୁଡି ମଲେ” (ଦେଖ: rc://*/ta/man/translate/figs-personification)