or_tn/heb/11/29.md

16 lines
1.1 KiB
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ଏଠାରେ ପ୍ରଥମ ଶବ୍ଦ “ସେମାନେ” ଇଶ୍ରାୟେଲୀୟମାନଙ୍କୁ, ଦ୍ବିତୀୟ “ସେମାନେ” ମିଶରୀୟମାନଙ୍କୁ ଓ ତୃତୀୟ “ସେମାନେ” ଯିରୀହୋ ପ୍ରାଚୀରକୁ ବୁଝାଏ I
# they passed through the Sea of Reeds
ଇଶ୍ରାୟେଲୀୟମାନେ ସୂଫ ସାଗର ମଧ୍ୟଦେଇ ଯାତ୍ରା କଲେ
# they were swallowed up
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ମିଶରୀୟମାନଙ୍କୁ ଜଳ ଗ୍ରାସ କଲା” (ଦେଖ: [[rc://*/ta/man/translate/figs-activepassive]])
# they were swallowed up
ଜଳ ବିଷୟରେ କୁହାଯାଏ ଯେପରି ଏହା ଗୋଟିଏ ପଶୁ I ଅନ୍ୟଏକ ଅନୁବାଦରେ: “ମିଶରୀୟମାନେ ଜଳରେ ବୁଡି ମଲେ” (ଦେଖ: [[rc://*/ta/man/translate/figs-personification]])